ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

ଭୁବନେଶ୍ୱର: ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଏହି ସୂଚନା ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ରାଜଧାନୀ ସମେତ ୨୨ଟି … Continue reading ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌